ପିଲା ଗୁଜରାଟରେ, ପାଠ ଓଡ଼ିଶାରେ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ର ରଘୁନାଥ ସ୍ୱାମୀ ଉଚ୍ଚବିଦ୍ୟାଳୟ, ପଟ୍ଟାଧରର ଛାତ୍ର ସିପୁନ, ସଂଗ୍ରାମ,ସୂର୍ଯ୍ୟ…..ଏମିତି ଅନେକ ବିଦ୍ୟାଳୟ ଦେଖି ନାହାନ୍ତି, ଗଂଜାମରେ ମଧ୍ୟ ରହୁନାହନ୍ତି। ସେଥିରୁ କିଛି ଛାତ୍ରଛାତ୍ରୀ ଗୁଜୁରାଟରେ ରହୁଛନ୍ତି। ଅଷ୍ଟମ ଶ୍ରେଣୀରେ ମଧ୍ୟ ଏ ଛାତ୍ରଛାତ୍ରୀଙ୍କ ନାମ ରେଜିଷ୍ଟ୍ରାରରେ ନଥିଲା। ମାତ୍ର ଏବେ ସେମାନେ ଚଳିତ ବର୍ଷ ଓଡ଼ିଶା ମାଧ୍ୟମକି ଶିକ୍ଷା ପରିଷଦ(ବୋର୍ଡ) ଅଧୀନରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ଏ ଛାତ୍ରଛାତ୍ରୀଙ୍କ … Continue reading ପିଲା ଗୁଜରାଟରେ, ପାଠ ଓଡ଼ିଶାରେ